ପତ୍ରିକାକୁ ଲେଖା କେମିତି ପଠେଇବି?

Shubhdristi

Last Update 2 tahun yang lalu

ଏହା ଏକ ଇ-ପତ୍ରିକା ହୋଇଥିବାରୁ ଆମେ ଲେଖା କେବଳ ଇ-ମେଲ ମାଧ୍ୟମରେ ଗ୍ରହଣ କରୁ । ତା’ସହିତ ଏବେ ଆମ ସମସ୍ତଙ୍କ ପାଖରେ ପ୍ରାୟତଃ ଓଡ଼ିଆରେ ଟାଇପ୍ ପାଇଁ ସହଜ ଜିନିଷ ମୋବାଇଲ ଆଦି ମିଳିଗଲାଣି । ତେଣୁ ଲେଖା ଇ-ମେଲ୍ [email protected] କିମ୍ୱା [email protected] ମାଧ୍ୟମରେ ଟାଇପ୍ କରାଯାଇ ଡକୁମେଣ୍ଟ (.doc, .docx, .txt) ଆକାରରେ ପଠାଇବାକୁ ହେବ । ଲେଖା ସହିତ ଫଟୋ ଏବଂ ଆପଣଙ୍କର ଠିକଣା ପଠାଇବାକୁ ହେବ ।

Was this article helpful?

1 out of 1 liked this article

Still need help? Message Us