ମୁଁ ଯଦି ଅଧିକ ଲେଖା ପଠାଇଦିଏ, ତେବେ କ'ଣ ହେବ?

Shubhdristi

Last Update há 2 anos

ଆମ ପତ୍ରିକାଟି ଦୁଇ ମାସରେ ଥରେ ପ୍ରକାଶ ପାଉଛି, ତେଣୁ ଏକାଧିକ ଲେଖା ପ୍ରକାଶ କରିବା ଅସୁବିଧା । ଯଦି ଆପଣ ଅଧିକ ଲେଖା ପଠାଉଛନ୍ତି, ତେବେ ବଳିପଡ଼ିଥିବା ଲେଖାଟି ଆମ ପତ୍ରିକାରେ ପ୍ରକାଶ ନ ପାଇ ହୁଏତ ଆମର ୱେବ ପୋର୍ଟାଲ୍‌ରେ ପ୍ରକାଶ ପାଇବ ।

Was this article helpful?

0 out of 0 liked this article

Still need help? Message Us