ଲେଖା ସାଙ୍ଗରେ ଆଉ କ'ଣ ପଠାଇବି?
Shubhdristi
Last Update 3 года назад
ଆମ ପତ୍ରିକାରେ ପ୍ରକାଶ କରିବା ପାଇଁ ଲେଖା ସହ ଫଟୋ ଓ ଠିକଣା ପଠାଇବେ । ଯଦି ଆପଣ ଠିକଣା ଦେବାକୁ ଚାହୁଁନାହାନ୍ତି ତେବେ ନ ଦେଇପାରନ୍ତି କିନ୍ତୁ ଫଟୋଟିଏ ଦେବା ଅନିବାର୍ଯ୍ୟ । ବିନା ଫଟୋରେ କୌଣସି ଲେଖା ପ୍ରକାଶ ପାଇବ ନାହିଁ ।