ଆମ ଲେଖା ପତ୍ରିକାରେ ପ୍ରକାଶ ପାଇଲେ ଆମେ କେମିତି ଜାଣିବୁ?
Shubhdristi
Last Update há 5 anos
ଜଣେ ଲେଖକଙ୍କର କେବଳ ଗୋଟିଏ ଲେଖା ପ୍ରକାଶ ପାଇପାରିବ । ଆମ ପାଖକୁ ଲେଖା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆସିଥିଲେ ବି ଆମେ ଅଧିକ ସଂଖ୍ୟକ ଲେଖା ପ୍ରକାଶ କରିବାରେ ଅସୁବିଧା ଭୋଗୁଥାଉ । ପତ୍ରିକା ପ୍ରକାଶିତ ହେବା ପରେ ଲେଖା ଦେଇଥିବା ଇମେଲରେ ପତ୍ରିକା ଲିଙ୍କ୍ ପଠାଯାଇଥାଏ। ଯଦି ଆପଣଙ୍କର ଲେଖାଟି ଆମର ପତ୍ରିକାରେ ପ୍ରକାଶ ପାଇପାରିନାହିଁ, ତେବେ ଆମେ ତାକୁ ପରେ ୱେବ୍ ପୋର୍ଟାଲରେ ପ୍ରକାଶିତ କରିଥାଉ। ଯଦି ଉଭୟରେ ପ୍ରକାଶିତ ହୋଇନାହିଁ ତେବେ ଆମ ସହ ଇ-ମେଲ୍ କିମ୍ବା ହ୍ୱାଟସ୍ଆପ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ ।
